ବଦଳିଲା ଅତ୍ୟାବଶ୍ୟକ ଓ ଆଂଶିକ ଅତ୍ୟାବଶ୍ୟକ ବିଭାଗର ତାଲିକା

ଭୁବନେଶ୍ୱର : ଓଡ଼ିଶାରେ କରୋନା ମୁକାବିଲା ପରିଚାଳନା ଦୃଷ୍ଟିରୁ ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡ଼ିକୁ ପୂର୍ବରୁ ଦୁଇଟି ବର୍ଗ- କ୍ରିଟିକାଲ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ (ଆଂଶିକ ଅତ୍ୟାବଶ୍ୟକ) ରେ ବିଭକ୍ତ କରିଥିଲେ। ଏବେ ଏହି ଦୁଇ ବର୍ଗରେ ଥିବା ବିଭାଗ ଗୁଡ଼ିକରେ କେତେକ ପରିବର୍ତ୍ତନ ଅଣାଯାଇଛି। କ୍ରିଟିକାଲ ବର୍ଗରେ ଥିବା ବିଭାଗଗୁଡ଼ିକ ହେଲା କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ … Continue reading ବଦଳିଲା ଅତ୍ୟାବଶ୍ୟକ ଓ ଆଂଶିକ ଅତ୍ୟାବଶ୍ୟକ ବିଭାଗର ତାଲିକା